Amabasyara Chandra Odia Novel by Gobinda Das Best Odia Classic (ଅମାବାସ୍ୟାର ଚନ୍ଦ୍ର) Amabasya ra Chandra

Price: ₹350 - ₹240.00
(as of Mar 17, 2026 15:45:10 UTC – Details)
“ତୁମେ କାଉଲ୍! ତୁମର ଯନ୍ତ୍ରଣା ନାହିଁ, ନାହିଁ ଅନୁଶୋଚନା । ଭାଗ୍ୟ ବିରୁଦ୍ଧରେ ନାହିଁ ବିଦ୍ରୋହ ଅଥବା ଆତ୍ମସମର୍ପଣ । ବିଜୟ ପାଇଁ ନାହିଁ ଆଗ୍ରହ, ନାହିଁ ଅବା ପରାଜୟର ଭୟ । ତୁମେ ନିର୍ବିକାର, ନିରବଚ୍ଛିନ୍ନ ପୁରୁଷ । ବିଥୋଭନ୍ଙ୍କ ଫୋର୍ଥ ସିମ୍ଫୋନି ପରି ନିଶ୍ଚଳ, ଶାନ୍ତ, ଜୀବନର ଶତ ଝଡ଼ଝଞ୍ଜା ସତ୍ତ୍ୱେ । ତୁମ ଜୀବନ ଅନନ୍ତ ପାପର ଅସରନ୍ତି ଗାଥା…” ************************************************ ଓଡ଼ିଆ ସାହିତ୍ୟର ଇତିହାସରେ ଆଲୋଡ଼ନ ସୃଷ୍ଟିକାରୀ ବିଖ୍ୟାତ ଉପନ୍ୟାସ – ଅମାବାସ୍ୟାର ଚନ୍ଦ୍ର, ବାରିଷ୍ଟର ଗୋବିନ୍ଦ ଦାସଙ୍କର ଅନବଦ୍ୟ ସୃଷ୍ଟି । ଏଯାଏ ଲକ୍ଷାଧିକ ସଂଖ୍ୟାରେ ବିକ୍ରିତ ଏହି ପୁସ୍ତକଟି ପ୍ରତିଟି ଓଡ଼ିଆଙ୍କର ପ୍ରଥମ ପସନ୍ଦ! ବାରମ୍ବାର ପଢ଼ିଲେ ବି ସେଇ ସମାନ ଅପାଶୋରା ରୋମାଞ୍ଚ … ଯେଉଁ ଅନୁଭୂତି କେବେ ଭୁଲିବା ସମ୍ଭବ ନୁହେଁ ।
ASIN : B0GP2TG3DD
Publisher : OBD
Publication date : 13 December 2024
Print length : 192 pages
Item Weight : 250 g
Dimensions : 14 x 22 x 2 cm
Country of Origin : India
Packer : Shri Gopal Book Agency
Generic Name : Book
Best Sellers Rank: #79,329 in Books (See Top 100 in Books) #1,779 in Indian Writing (Books)
Add a review
Your email address will not be published. Required fields are marked *